ଗାଈଆ Gāiā

  • ଦେ. ବିଣ. — ଗାଭୀର ସେବାରେ ନିଯୁକ୍ତ — Bent upon taking care of cows
  • ଦେ. ବିଣ. — ଗାଈପରି ଛୋଟ ଆକୃତିବିଶିଷ୍ଟ — Of comparatively smaller dimensions (said of fruits)
  • ଦେ. ବିଣ. — [ଦ୍ର—ଫଳପ୍ରଭୃତି ଦୁଇଜାତୀୟ ଦେଖା ଗଲେ ଛୋଟ ଫଳକୁ ଗାଈଆ ଓ ବଡ଼ ଫଳକୁ ମଇଁଷିଆ ବୋଲାଯାଏ; ଯଥା—ଗାଈଆ— କୁଆମଇତା (ଛୋଟ), ମଇଁଷିଆ କୁଆମଇତା (ବଡ଼)।]
  • ଦେ. ବିଣ. — (ସଂ. ଗବ୍ୟ)—ଗାଈଠାରୁ ଉତ୍ପନ୍ନ (ଯଥା; ଗାଈଆ ଘିଅ) — Produced from the cow