ଗାଈ ବିଗାଡ଼ିବା Gāī bigāṟḍ̠iā
- ଦେ. କ୍ରି — ଦୁଧ ଦୁହିଁବା ବେଳେ ଦୁଗ୍ଧବତୀ ଗାଭୀ ଅସ୍ଥିର ହେବ ଓ ନାତ ଉଠାଇ ଦୁଧ ଦୁହାଁଇ ଦେବ— ନାହିଁ ଏ ଉଦ୍ଦେଶ୍ୟରେ ଗାଈ ପ୍ରତି ମନ୍ତ୍ର ଯନ୍ତ୍ର ବା ଔଷଧାଦି ପ୍ରୟୋଗ କରିବା — To spoil a cow (so as it will become restive when being milched) by malicious application of charms and medicines