ଗବାଦନୀ Gabādana

  • ସଂ. ବି. (ଗୋ+ଅଦ୍ ଧାତୁ=ଖାଇବା+ଅଧିକରଣ ଅନ+ସ୍ତ୍ରୀ. ଈ) — ଗୋରୁ ଯେଉଁ କୁଣ୍ଡରେ ଘାସ ଖାଏ — Manger for cattle
  • ସଂ. ବି. (ଗୋ+ଅଦ୍ ଧାତୁ=ଖାଇବା+ଅଧିକରଣ ଅନ+ସ୍ତ୍ରୀ. ଈ) — ନୀଳ ଅପରାଜିତା — The blue variety of the Clitoris flower