ଗବୀ Gabī

  • ସଂ. ବି. ସ୍ତ୍ରୀ. (ଗୋ+ସ୍ତ୍ରୀ. ଈ) — ମାଈ ଗୋରୁ; ଗାଈ — Cow
  • ସଂ. ବି. ସ୍ତ୍ରୀ. (ଗୋ+ସ୍ତ୍ରୀ. ଈ) — ବାକ୍ୟ; ବାଣୀ — Words; utterance