ଗବଷଣ୍ଢା Gabashaṇḍhā

  • ଦେ. ବି — ଗବଗଛର ଅଗ୍ରଭାଗର ଥିବା କୋମଳ ଅଙ୍କୁର — The tender sprouts of a castor- oil-seed-plant
  • ଦେ. ବି — ଗବପତ୍ରରେ ଲାଗିଥିବା ସମ୍ବାଳୁଆପରି ଏକପ୍ରକାର ପୋକ — A kind of caterpillar attacking the leaves of castor-oil-seed-plant
  • ଦେ. ବି — [ଦ୍ର—ଗବପତ୍ର ଖାଉ ଖାଉ ଯେବେ ଗୋରୁ ଦୈବାତ୍ ଏ ପୋକ ଖାଇ ଦିଏ ତେବେ ଗୋରୁର ପେଟ ଫୁଲିଯାଇ ଗୋରୁ ମରି ଯାଏ।]