ଗବାଚନ୍ଦ୍ର ମନ୍ତ୍ରୀ Gabāchandra mantrī

  • ଦେ. ବି. (ବଙ୍ଗଦେଶ ପ୍ରଚଳିତ କାହାଣୀରେ ବର୍ଣ୍ଣିତ ହବାଚନ୍ଦ୍ର ବା ବହୁଚନ୍ଦ୍ରନାମକ ନିର୍ବୋଧ ରାଜାଙ୍କର ଏହି ନାମଧାରୀ ନିର୍ବୋଧ ମନ୍ତ୍ରୀ; ତୁଳ. ଓଡ଼ିଶାରେ ପାଳବିଣ୍ଡା ମନ୍ତ୍ରୀ) — (ବ୍ୟଙ୍ଗ) ଅତି ନିର୍ବୋଧ ପରାମର୍ଶଦାତା; ମୂର୍ଖ ମନ୍ତ୍ରୀ — Very foolish adviser or counsellor