ଗନ୍ଧରା Gandharā

  • ପ୍ରାଦେ. (ସମ୍ବଲପୁର) ବି. ପୁଂ. (ସଂ. ଗନ୍ଧର୍ବ) — ରସିକ ବା ପରିହାସପ୍ରିୟ ବ୍ଯକ୍ତି — A witty or jocular person
  • ଦେ. ବିଣ. ପୁଂ — ଦୁର୍ଗନ୍ଧମୟ — Bad—smelling