ଗନ୍ଧରାଜ Gandharāja
- ସଂ. ବି — ଏକପ୍ରକାର ତୀବ୍ର ସୁଗନ୍ଧବିଶିଷ୍ଟ ଧଳା ଫୁଲର ଗୁଳ୍ମ — Gardenia Florida (flower and plant)
- ସଂ. ବି — [ଦ୍ର—ଏହା ଚୀନ ଦେଶୀୟ ଗଛ ଓ 4।5 ହାତ ଉଚ୍ଚରେ ବଢ଼େ, ଏଥିର ଫୁଲ ଧଳା ଓ ଫୁଲର ପାଖୁଡ଼ା ମୋଟ ଓ ଭାରି ସୁଗନ୍ଧ।] — [ଦ୍ର—ଏହା ଚୀନ ଦେଶୀୟ ଗଛ ଓ45ହାତ ଉଚ୍ଚରେ ବଢ଼େ, ଏଥିର ଫୁଲ ଧଳା ଓ ଫୁଲର ପାଖୁଡ଼ା ମୋଟ ଓ ଭାରି ସୁଗନ୍ଧ]
- ସଂ. ବି — ଚନ୍ଦନ — Sandal
- ସଂ. ବି — ଅତର — Otto
- ସଂ. ବି — ସୁଗନ୍ଧ ଅର୍କ — 5. Scented essence