ଗନ୍ଧରାସ୍ନା Gandharāsnā

  • ଦେ. ବି — ଏକପ୍ରକାର ରାସନା — Ophioxylon Serpentinum
  • ଦେ. ବି — [ଦ୍ର—ଏହା ସାପ, ମାଙ୍କଡ଼ସା, ବିଛା ଓ ମୁଷାମାନଙ୍କର ବିଷନାଶକ ଏବଂ ଜ୍ୱର, କୃମି ଓ ବ୍ରଣନାଶକ।]
  • ଦେ. ବି — ଗନ୍ଧନାକୁଳୀ (ଦେଖ) — Gandhanākuḻi (See)