ଗନ୍ଧମୃଗ Gandhamṛuga

  • ସଂ. ବି (ମଧ୍ୟପଦଲୋପୀ; ଗନ୍ଧଯୁକ୍ତ ମୃଗ) — କସ୍ତୁରୀ ମୃଗ; ଯେଉଁ ମୃଗର ନାଭିରୁ କସ୍ତୁରୀ ବାହାରେ — Musk deer
  • ସଂ. ବି (ମଧ୍ୟପଦଲୋପୀ; ଗନ୍ଧଯୁକ୍ତ ମୃଗ) — ଶାଳିଆପତନି — The Civet-cat