ଗତଶୋଚନ Gataṡochana

  • ସଂ. ବିଣ. ପୁଂ (ବହୁବ୍ରୀହି; ଗତ+ଶୋଚନା+ଅ) — ଯାହାର ଶୋକ ଦୂର ହୋଇଅଛି — Freed from grief
  • ବି — ଗତ କଥା ସମ୍ବନ୍ଧେ ଅନୁତାପ — Regret for past things; compunction