ଗତରସ Gatarasa

  • ସଂ. ବିଣ (ବହୁବ୍ରୀହି; ଗତ+ରସ) — ନୀରସ; ରସହୀନ — Sapless
  • ସଂ. ବିଣ (ବହୁବ୍ରୀହି; ଗତ+ରସ) — ବିଲକ୍ଷଣ ହରି ନାମଙ୍କ ମାଧୁରୀ ଇତର ସକଳ ଗତରସ—କବିସୂର୍ଯ୍ୟ, ସଙ୍ଗୀତ।