ଗତସଙ୍ଗ Gatasaṅga
- ସଂ. ବିଣ. (ବହୁବ୍ରୀହି; ଗତ+ସଙ୍ଗ) — ନିଃସଙ୍ଗ; ସଙ୍ଗରହିତ — Free from company
- ସଂ. ବିଣ. (ବହୁବ୍ରୀହି; ଗତ+ସଙ୍ଗ) — ଫଳକାମନାଶୂନ୍ଯ — Free from desire for results
- ସଂ. ବିଣ. (ବହୁବ୍ରୀହି; ଗତ+ସଙ୍ଗ) — ବିଷୟକାମନାରହିତ; ବିଷୟବାସନାମୁକ୍ତ — Free from worldly desires or attachment
- ସଂ. ବିଣ. (ବହୁବ୍ରୀହି; ଗତ+ସଙ୍ଗ) — ଫଳକାମନାବିଶିଷ୍ଟ; ପୂର୍ଣ୍ଣମନୋରଥ — One who has realised his desires