ଗତସତ୍ୱ Getasatwa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଗତ+ସତ୍ୱ) — ମୃତ; ଗତପ୍ରାଣ — Dead
  • ସଂ. ବିଣ. ପୁଂ. (ବହୁବ୍ରୀହି; ଗତ+ସତ୍ୱ) — ନୀଚ — Base; mean