ଗଙ୍ଗାଜ Gaṅgāja

  • ସଂ. ବି. (ଗଙ୍ଗା+ ଜନ୍ ଧାତୁ+କର୍ତ୍ତୃ. ଅ) — ଗଙ୍ଗାଦେବୀଙ୍କ ପୁତ୍ର ଭୀଷ୍ମ — Bhīshma, the son of Gaṅgā
  • ସଂ. ବି. (ଗଙ୍ଗା+ ଜନ୍ ଧାତୁ+କର୍ତ୍ତୃ. ଅ) — ଗଙ୍ଗାଙ୍କ ପାଳିତପୁତ୍ର କାର୍ତ୍ତିକେୟ — Kārttikeya, the foster-son of Gaṅgā