ଗଙ୍ଗାଜଳି କରିବା Gaṅgājaḻi karibā
- ଦେ. କ୍ରି — ଅନ୍ତିମ କାଳରେ ମୁର୍ମୂର୍ଷୁ ବ୍ଯକ୍ତିର ମୁଖରେ ଗଙ୍ଗାଜଳ ଦେବା — To put Ganges-water to the mouth of a dying person
- ଦେ. କ୍ରି — ହାତରେ ଗଙ୍ଗାଜଳ ନେଇ ଶପଥ କରିବା — To swear by touching the Ganges-water
- ଦେ. କ୍ରି — ଅନ୍ତିମ କାଳରେ ମୁମୂର୍ଷୁ ବ୍ଯକ୍ତିକୁ ଗଙ୍ଗାକୂଳକୁ ନେଇ ତାହା ଅଙ୍ଗକୁ ଗଙ୍ଗାନଦୀର ଜଳ ସ୍ପର୍ଶ କରିବା ଅବସ୍ଥାରେ ଗଙ୍ଗାକୂଳରେ ଶୁଆଇବା — To lay a dying man on the shore of the Ganges so that a part of the body touches the water. (the idea of the Hindus is that a man goes to heaven if he dies touching the Ganges-water)