ଗଙ୍ଗାଜଳ Gaṅgājaḻa
- ସଂ. ବି. ( 6 ଷ୍ଠୀ ତତ୍) — ଗଙ୍ଗାନଦୀର ଜଳ — The water of the Ganges
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଏ ଜଳ ହିନ୍ଦୁଙ୍କ ଚକ୍ଷୁରେ ଅତି ପବିତ୍ର। ଏହି ଜଳରେ ସ୍ନାନ କଲେ ବହୁଜନ୍ମର ପାପ ନାଶ ହୁଏ। ଏହି ଜଳ ଦେହରେ ଲାଗି ମୃତ୍ୟୁ ହେଲେ ମୁକ୍ତିଲାଭ ହୁଏ। ଏହି ଜଳ ଛୁଇଁ ମିଥ୍ୟା କହିଲେ ଶପଥକାରୀର ନରକଗତି ହୁଏ। ବନ୍ଧୁମାନେ ପରସ୍ପରଙ୍କ ମୁହଁରେ ଗଙ୍ଗାଜଳ ଦେଇ 'ଗଙ୍ଗାଜଳ' ବନ୍ଧୁ ବସନ୍ତି। ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିଅଛନ୍ତି ଯେ ଗଙ୍ଗାଜଳ ଅତ୍ୟନ୍ତ ସ୍ୱାସ୍ଥ୍ୟକର ଓ ରୋଗ—କୀଟୀଣୁଶୂନ୍ଯ।]
- ଦେ. ବି. — ଦୁଇବନ୍ଧୁ ପରସ୍ପର ମୁଖରେ ଗଙ୍ଗାଜଳ ଦେଇ ବସିବା ବନ୍ଧୁତା — Friendship contracted between two persons by mutual giving of the sacred water of the Ganges in the mouth