ଗଙ୍ଗାଜଳି Gaṅgājaḻi

  • ଦେ. ବି. — ଗଙ୍ଗାଜଳ ପରି ଈଷତ୍ ନୀଳବର୍ଣ୍ଣ — Slightly blue colour like the water of the Ganges
  • ଦେ. ବି. — ବଙ୍ଗ ଦେଶରେ ତିୟାରି ପତଳା କାଚ ଶିଶି — A kind of thin glass bottle manufactured in Bengal
  • ଦେ. ବି. — ଗଙ୍ଗାଜଳ ସ୍ପର୍ଶପୂର୍ବକ ଶପଥ — Taking oath by touching the Ganges-water
  • ଦେ. ବି. — ବଙ୍ଗର ଏକ ଜାତୀୟ ବ୍ରାହ୍ମଣ — A set of Brahmans of Bengal
  • ଦେ. ବି. — ଗଙ୍ଗାଜଳ ସଞ୍ଚୟ କରି ରଖିବା ନିମନ୍ତେ ବ୍ଯବହୃତର ଏକ ପ୍ରକାର ପାତ୍ର ବା ସୋରେଇ ବା ଶିଶି — A narrow-mouthed pitcher or glass-bottle for sroring and carrying Ganges-water
  • ଦେ. ବିଣ — ଗଙ୍ଗାଜଳ ପରି ସ୍ୱଚ୍ଛ ଓ ଈଷତ୍ ନୀଳ — Slightly blue and tranparent like the water of the Ganges (which is very deep)