ଗଉଡ଼ପାନ Gauṟḍ̠apāna

  • ପ୍ରାଦେ. (ଗଡ଼ଜାତି) ବି — ଅନୁଗୁଳ ପ୍ରଭୃତି ଅଞ୍ଚଳରେ ଗଉଡ଼ପିଲାଏ ଚୋବାଇବା ମୂଷାକାନି ପତ୍ର ଓ ଖଇର (ଏହା ଚୋବାଇଲେ ଓଠ ପାନ ଖାଇଲା ପରି ନାଲିଆ ଦେଖାଯାଏ) — Leaves of Mūshākāni plant chewed with catechu by poor cowherd lads and producing redness in the mouth and lips