ଗଉଡ଼ିଆ କେଳା Gauṟḍ̠iā keḻā

  • ଦେ. ବି. — କେଳାମାନଙ୍କର ଏକ ଶ୍ରେଣୀ — A class of Keḻās
  • ଦେ. ବି. — [ଦ୍ର—ଏ ଜାତିର ପୁରୁଷମାନେ ରୋଗଚିକିତ୍ସା କରନ୍ତି ଓ ମାଇପେ ଚିତା କୁଟନ୍ତି। ଏମାନଙ୍କର ଗୋତ୍ର ମୟୂର।]