ଗଉଡ଼ଗୋଖା Gauṟḍ̠agokhā
- ଦେ. ବି. (ସହଚର) — ଓଡ଼ିଶାର ଗାଈଚରା ଗଉଡ଼ ଜାତି ଓ ମାଛଧରା ଗୋଖା ଜାତି — The cowherd and the fisherman castes of Orissa
- ଦେ. ବିଣ. ପୁଂ. (ପୁରୁଷଙ୍କୁ ଦିଆଯିବା ଗାଳି; ଓଡ଼ିଶାର ଏ ଦୁଇ ଜାତି ନିର୍ବୁଦ୍ଧିଆ ଥିବାର ପ୍ରବାଦ ଥିବାରୁ) — ଗଜମୂର୍ଖ; ଅତି ନିର୍ବୁଦ୍ଧିଆ — (a form of abuse) Very stupid
- ଦେ. ବିଣ. ପୁଂ. (ପୁରୁଷଙ୍କୁ ଦିଆଯିବା ଗାଳି; ଓଡ଼ିଶାର ଏ ଦୁଇ ଜାତି ନିର୍ବୁଦ୍ଧିଆ ଥିବାର ପ୍ରବାଦ ଥିବାରୁ) — ଅଖାଡ଼ୁଆ — Fool-hardy
- ଦେ. ବିଣ. ପୁଂ. (ପୁରୁଷଙ୍କୁ ଦିଆଯିବା ଗାଳି; ଓଡ଼ିଶାର ଏ ଦୁଇ ଜାତି ନିର୍ବୁଦ୍ଧିଆ ଥିବାର ପ୍ରବାଦ ଥିବାରୁ) — ମଗରା — Obstinate; headstrong