ଗଉଡ଼କଷା Gauṟḍ̠akashā

  • ପ୍ରାଦେ. (ଗଡ଼ଜାତି) ବି. — ବନ୍ୟଲତାବିଶେଷ — Maba Buxifolia (Haines)
  • ପ୍ରାଦେ. (ଗଡ଼ଜାତି) ବି. — [ଦ୍ର—ଏଥିରେ ପେନ୍ଥା ପେନ୍ଥା ହୋଇ ଶିମ୍ବ ମଞ୍ଜି ପରି କୋଳି ଧରେ। କୋଳି ପାଚିଲେ ମଧୁରିଆ ଓ କଷା ଲାଗେ; ଲୋକେ ଏ କୋଳି ଖାଆନ୍ତି।]