ଗଉଡ଼ଗୋଠିଆ Gauṟḍ̠agoṭhiā

  • ଦେ. ବି — ଗାଈଆଳ; ଗୋରୁଜଗୁଆଳ — A cowherd
  • ଦେ. ବିଣ — ଗଉଡ଼ଗୋଖା (ଦେଖ) — Gauṟḍ̠agokhā (See)
  • ଦେ. ବିଣ — ଯେଉଁ ଗାଈମାନେ ଗଉଡ଼ଙ୍କ ଗୋଠରେ ଗୋରୁପଲଙ୍କ ସଙ୍ଗେ ରହି ଏକତ୍ର ବିଚରଣ କରନ୍ତି — (kine) Which herd together in a cowherd's flock