ଖଡ଼ଖଡ଼ି Khaṟḍ̠akhaṟḍ̠i
- ଦେ. ବି. — କାଷ୍ଠନିର୍ମିତ ଶିବିକା; ପାଲିଙ୍କି — Palki; palanquin
- ଦେ. ବି. — ନୂଆ ଖଡ଼ଖଡ଼ି ଛୁଆ ଗଉଡ଼ କି, ମୋ ନୂଆବୋହୁ। ଶିଶୁଗୀତ।
- ଦେ. ବି. — [ଦ୍ର—ଏହା ଗଉଡ଼ଙ୍କ କାନ୍ଧରେ ବୁହା ହେବା ବେଳେ ଏଥିରେ ଥିବା ଭିନ୍ନ ଭନ୍ନ କାଷ୍ଠ ଖଣ୍ଡମାନ ଖଡ଼ଖଡ଼ ଶଦ୍ଦ କରୁଥିବାରୁ ଏହି ନାମ।]
- ଦେ. ବି. — ଝିଲିମିଲି; ଶିବିକା ଓ କବାଟ ଆଦିରେ ଲଗାଯିବା ଉପରକୁ ଉଠିବା ଓ ତଳକୁ ଖସିବା ପଟା; ପାନିଏଲି — A venitian window