ଖଡ଼ଗ Khaṟḍ̠aga
- ଗ୍ରା. (ପଦ୍ଯ) ବି. — (ସଂ. ଖଡ଼୍ଗ)— ଖଣ୍ଡା — Sword
- ଗ୍ରା. (ପଦ୍ଯ) ବି. — ଧନୁ ଗଦା ଖଡ଼ଗ ଚର୍ମେ ତାଙ୍କ ପରି। କୃଷ୍ଣସିଂହ. ମହାଭାରତ. ଆଦି।
- ଗ୍ରା. (ପଦ୍ଯ) ବି. — (ସଂ. ଖଡ଼୍ଗୀ) ଗଣ୍ଡା ପଶୁ — Rhinoceros
- ଗ୍ରା. (ପଦ୍ଯ) ବି. — ବୋଲେ ଖଡ଼ଗ ପ୍ରହାରୁ ଗଡ଼ଗ ପରାଏ। ବିଶ୍ୱାଏ ନଭେଦି ଦେହ ବିକମ୍ପିତ ହୋଏ। ଭଞ୍ଜ. ବୈଦେହୀଶବିଳାସ।