ଖଡ଼କ୍କୀ Khaṟḍ̠akkī
- ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) — ଖିଡ଼ିକି; ଝରକା; ଜଳାକବାଟି — Window
- ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) — ଗୁପ୍ତ ଦ୍ୱାର — Secret door
- ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) — ବାଡ଼ି କବାଟ; ବାସଗୃହର ପଛଦୁଆର — Back door of a residence
- ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) — [ଦ୍ର—ଏଥିର ଅପଭ୍ରଂଶ ଖିଡ଼ିକି।]
- ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) — କେହୁ ବୋଇଲା ଭଲ ଗଗନ ତାରକା ନୋହିଲେ ବହିଛିକି ଖଡ଼କ୍ୱୀ ବୈଜୁଳିକା—କୃଷ୍ଣସିଂହ ମହାଭାରତ ବନ।
- ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) — ଖଡ଼ଖଡ଼ି; ସବାରୀ — Palki; a chair carried on the shoulders by bearers
- ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) — [ଦ୍ର—ଏଥିର ଅପଭ୍ରଂଶ ଖଡ଼ଖଡ଼ି।]