ଖଡ଼ଖଡ଼ Khaṟḍ̠akhaṟḍ̠a
- ଦେ. (ଧ୍ୱନ୍ୟନୁକରଣ) ଅ — ଶୁଖିଲା ହାଲୁକା ବସ୍ତୁମାନ ପରସ୍ପର ବାଜିବାର ଶଦ୍ଦ — The sound of dry light things striking
- ଦେ. (ଧ୍ୱନ୍ୟନୁକରଣ) ଅ — କଠିନ ବସ୍ତୁ ଉପର୍ୟ୍ଯୁପରି ଆଘାତ ପାଇବାର ଶଦ୍ଦ — Sound of hard things being repeatedly struck
- ଦେ. (ଧ୍ୱନ୍ୟନୁକରଣ) ଅ — କୌଣସି ଫମ୍ପା ଜିନିଷ (ଯଥା ବଡ଼ ହାଣ୍ଡି) ଇତସ୍ତତଃ ହେଲେ ତହିଁ ମଧ୍ୟରେ ଥିବା ଛୋଟ ପଦାର୍ଥ (ଯଥା ଘଡ଼ି, ନଡ଼ିଆ) ଏ ପାଖ ସେପାଖ ବାଜିବାର ଶଦ୍ଦ — Sound of small things being made to strike against the sides of a large empty thing when moved
- ଦେ. (ଧ୍ୱନ୍ୟନୁକରଣ) ଅ — ଖଡ଼ଖଡ଼ ଶୁଭେ ତରୁପର୍ଣ୍ଣେ ଶ୍ୱାପଦର ସଞ୍ଚରଣ ଧ୍ୱନି— ରାଧାନାଥ।
- ଦେ. ବିଣ. — ଶୁଖିଲା ଓ ହାଲୁକା — Dry and light
- ଦେ. ବିଣ. — ଶୁଖା ଖଡ଼ ଖଡ଼, ମିଛ ମାୟାରେ ପଡ଼ି ତୁ ନଡ଼ବଡ଼ ନଡ଼ବଡ଼— ବୈରାଗ୍ୟଭଜନ।
- ଦେ. ବିଣ. — ନୀରୋଗ ଓ ଭାରଶୂନ୍ଯ(ଦେହ) — (body) Feeling healthy and light
- ଦେ. ବିଣ. — ହୁଗୁଳା — Slack or loose