ଖୋଳକା Khoḻatā

  • ଦେ. ବି. (ସଂ. ଖୋଳକ) — ମସ୍ତକର ପଗଡ଼ି; ଟୋପି — Turban; cap
  • ବୈଦେ. ବି. (ଫା. ଖରୀତା) — ଖଳତା; କାଗଜର ଲମ୍ବା ମୁଣି — Big envelope