ଖୋଳ କରତାଳ Khoḻa karatāḻa

  • ଦେ. ବି (ସହଚର ଶବ୍ଦଦ୍ୱୟ) — ଚୈତନ୍ୟଙ୍କ ପ୍ରବର୍ତ୍ତିତ ନାମସଂକୀର୍ତ୍ତନର ଦୁଇଟି ବାଦ୍ୟଯନ୍ତ୍ର, ମୃଦଙ୍ଗ ଓ ଝାଞ୍ଜ — Drum and cymbals, the two concomitants of Saṁkīrttana