ଖୋଳା Khoḻā

  • ଦେ. ବି. (ସଂ. ଖନ ଧାତୁ) — ଖନନ; ଖୋଳିବାକାର୍ଯ୍ୟ — Digging
  • ଦେ. ବି. (ସଂ. ଖନ ଧାତୁ) — ଏ ସକାଶୁଁ ପ୍ରାଣୀଏ ପକାଇଲେ ରଡ଼ି ତେବେଟି ସେମାନେ ନ ଗଲେ ଖୋଳା ଛାଡ଼ି। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବି. (ସଂ. ଖନ ଧାତୁ) — ଖୋଳ 1 (ଦେଖ) — ଖୋଳ1(ଦେଖ). Khoḻa. 1 (See)
  • ଦେ. ବି. (ସଂ. ଖନ ଧାତୁ) — ଡିମ୍ବର ଖୋଳା ଭିତରେ ଛାଏଣୀ ବକଳ। ପ୍ରାଚୀ. ବ୍ରହ୍ମନିରୂପଣଗୀତା।
  • ଦେ. ବିଣ — ଖନିତ — Dug
  • ଦେ. ବିଣ — ଖୋଦିତ — Engraved