ଖେମ୍ଟା Khemṭā
- ଦେ. ବି. (ତୁଳ. ସଂ. କମିତା=କାମୁକ—ଯୋଗେଶ୍ଚନ୍ଦ୍ର) — ଚାରି ବା ଛଅ ତାଳବିଶିଷ୍ଟ ଚଞ୍ଚଳ ବଜାଯିବା ବାଦ୍ୟବିଶେଷ — A light air in music with four or six short measures
- ଦେ. ବି. (ତୁଳ. ସଂ. କମିତା=କାମୁକ—ଯୋଗେଶ୍ଚନ୍ଦ୍ର) — ଉକ୍ତବାଦ୍ୟସମ୍ବନ୍ଧୀୟ — A light dance accompanying the Khemṭā music
- ଦେ. ବି. (ତୁଳ. ସଂ. କମିତା=କାମୁକ—ଯୋଗେଶ୍ଚନ୍ଦ୍ର) — ସଙ୍ଗୀତର ତାଳବିଶେଷ — A measure of music
- ଦେ. ବି. (ତୁଳ. ସଂ. କମିତା=କାମୁକ—ଯୋଗେଶ୍ଚନ୍ଦ୍ର) — [ଦ୍ର—ଏଥିରେ 12 ଟି ମାତ୍ରା ଥାଏ ଓ 3 ଆଘାତ ଓ 1 ଖାଲି ଥାଏ। ହି. ଶବ୍ଦସାଗର।] — [ଦ୍ର—ଏଥିରେ12ଟି ମାତ୍ରା ଥାଏ ଓ3ଆଘାତ ଓ1ଖାଲି ଥାଏ ହି. ଶବ୍ଦସାଗର]