ଖେମଣ୍ଡି Khemaṇḍi

  • ଦେ. ବି. (ନାମ) — ଗଞ୍ଜାମର ଉତ୍କଳଭାଷୀ ତିନିଗୋଟି ଜମିଦାରୀ ରାଜ୍ୟ — Three zamindary estates in the district of Ganjam
  • ଦେ. ବି. (ନାମ) — [ଦ୍ର—ବର୍ତ୍ତମାନର ପାରଳାଖେମଣ୍ଡି, ବଡ଼ଖେମଣ୍ଡି, ସାନ— ଖେମଣ୍ଡି ଓ ମାଳ ପ୍ରଦେଶ ନେଇ ଖେମିଡ଼ି ରାଜ୍ୟ ପୂର୍ବେ ଗଠିତ ହୋଇଥିଲା। ଗଙ୍ଗବଂଶର ରାଜପୁରୁଷମାନେ ଏଠାରେ ରାଜତ୍ୱ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଏସବୁ ରାଜ୍ୟର ରାଜାମାନେ ଗଜପତି— ଆଖ୍ୟାଧାରୀ। ପାରଳାଖିମୁଣ୍ଡିନାମକ ଜଣେ ଅନାର୍ଯ୍ୟ ପ୍ରଥମେ ପାରଳାଖେମୁଣ୍ଡିର ରାଜା ଥିଲେ। ଓଡିଶାର ଗଜପତି—ରାଜା କପିଳେନ୍ଦ୍ର ଦେବଙ୍କର ବିଦ୍ରୋହୀ ପୁତ୍ରମାନଙ୍କମଧ୍ୟରୁ ଜଣେ ଦକ୍ଷିଣକୁ ଯାଇ ଅନାର୍ଯ୍ୟମାନଙ୍କୁ ପରାସ୍ତ କରି ଖେମୁଣ୍ଡି ଏଧିକାର କରିଥିଲେ। 1607 ଖ୍ରୀଷ୍ଟାଦ୍ଦରେ ପାରଳାଖେମୁଣ୍ଡି ରାଜାଙ୍କର ଏକ ପୁତ୍ରକୁ ଅନଙ୍ଗଭୀମ ଖେମଣ୍ଡିନାମକ ରାଜ୍ୟ ଦେଇଥିଲେ। ସେହି ରାଜ୍ୟ ପରେ ଦୁଇ ଭାଇଙ୍କ ମଧ୍ୟରେ ବିଭକ୍ତ ହୋଇ ବଡ଼ଖେମୁଣ୍ଡି ଓ ସାନଖେମୁଣ୍ଡି ରାଜ୍ୟ ହେଲା। କୃପାସିନ୍ଧୁ. ଉତ୍କଳ—ଇତିହାସ।] — [ଦ୍ର—ବର୍ତ୍ତମାନର ପାରଳାଖେମଣ୍ଡି, ବଡ଼ଖେମଣ୍ଡି, ସାନ— ଖେମଣ୍ଡି ଓ ମାଳ ପ୍ରଦେଶ ନେଇ ଖେମିଡ଼ି ରାଜ୍ୟ ପୂର୍ବେ ଗଠିତ ହୋଇଥିଲା ଗଙ୍ଗବଂଶର ରାଜପୁରୁଷମାନେ ଏଠାରେ ରାଜତ୍ୱ କରୁଥିଲେ ବର୍ତ୍ତମାନ ସୁଦ୍ଧା ଏସବୁ ରାଜ୍ୟର ରାଜାମାନେ ଗଜପତି— ଆଖ୍ୟାଧାରୀ ପାରଳାଖିମୁଣ୍ଡିନାମକ ଜଣେ ଅନାର୍ଯ୍ୟ ପ୍ରଥମେ ପାରଳାଖେମୁଣ୍ଡିର ରାଜା ଥିଲେ ଓଡିଶାର ଗଜପତି—ରାଜା କପିଳେନ୍ଦ୍ର ଦେବଙ୍କର ବିଦ୍ରୋହୀ ପୁତ୍ରମାନଙ୍କମଧ୍ୟରୁ ଜଣେ ଦକ୍ଷିଣକୁ ଯାଇ ଅନାର୍ଯ୍ୟମାନଙ୍କୁ ପରାସ୍ତ କରି ଖେମୁଣ୍ଡି ଏଧିକାର କରିଥିଲେ1607ଖ୍ରୀଷ୍ଟାଦ୍ଦରେ ପାରଳାଖେମୁଣ୍ଡି ରାଜାଙ୍କର ଏକ ପୁତ୍ରକୁ ଅନଙ୍ଗଭୀମ ଖେମଣ୍ଡିନାମକ ରାଜ୍ୟ ଦେଇଥିଲେ ସେହି ରାଜ୍ୟ ପରେ ଦୁଇ ଭାଇଙ୍କ ମଧ୍ୟରେ ବିଭକ୍ତ ହୋଇ ବଡ଼ଖେମୁଣ୍ଡି ଓ ସାନଖେମୁଣ୍ଡି ରାଜ୍ୟ ହେଲା କୃପାସିନ୍ଧୁ. ଉତ୍କଳ—ଇତିହାସ]