ଖେୟ Kheya

  • ସଂ. ବିଣ. (ଖନ୍ ଧାତୁ=ଖୋଳିବା+କର୍ମ. ୟ) — ଖୋଳାଯିବାର ଯୋଗ୍ୟ — To be dug; fit to be dug
  • ସଂ. ବି — ଗଡ଼ଖାଇ; ପରିଖା — Moat or ditch round a castle