ଖେମା Khemā

  • ଗ୍ରା. ବି. (ସଂ. କ୍ଷମାର ଅଶୁଦ୍ଧ ଉଚ୍ଚାରଣ) — କ୍ଷମା (ଦେଖ) — Kashamā (See)
  • ଗ୍ରା. ବି. (ସଂ. କ୍ଷମାର ଅଶୁଦ୍ଧ ଉଚ୍ଚାରଣ) — ରୋଗମୁକ୍ତି; ରୋଗନିବୃତ୍ତି — Recovery from illness
  • ବୈଦେ. ବି. (ଆ) — ତମ୍ବୁ; ରାଉଟି — Tent