ଖେପିବା Khepibā
- ଦେ. କ୍ରି. (ସଂ. କ୍ଷିପ ଧାତୁ) — କ୍ଷେପିବା (ଦେଖ) — Kshepibā (See)
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଭଦ୍ରାଶ୍ୱପରେ ବସି ସତ୍ୱରେ ଶୂନ୍ଯେ ଗଲା ସେ ଖେପି। (ଗୋପୀନାଥ ନନ୍ଦ) ସୁଭଦ୍ରାପରିଣୟ।
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଛାଗଳ ପଲେଟି ଯେହ୍ନେ ଖେପେ ମତ୍ତ ବ୍ୟାଘ୍ର। (ଗୋପୀନାଥ ନନ୍ଦ) ସାରଳାମହାଭାରତ।
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ମରିବା ବେଳକୁ ବେତେ ଖେପଇ ପବନ। (ଗୋପୀନାଥ ନନ୍ଦ) ନାମରତ୍ନ ଗୀତା।
- ପ୍ରାଦେ. (ସମ୍ବଲପୁର) କ୍ରି. — ପହଞ୍ଚିବା — To reach
- ପ୍ରାଦେ. (ସମ୍ବଲପୁର) କ୍ରି. — ପ୍ରବେଶ କରି ପାରିବା — To be able to enter
- ପ୍ରାଦେ. (ସମ୍ବଲପୁର) କ୍ରି. — ଅଣ୍ଟିବା — To suffice
- ପ୍ରାଦେ. (ସମ୍ବଲପୁର) କ୍ରି. — ସମାନ ହେବା — To be equal