ଖେପାମାରିବା Khepā māribā

  • ଦେ. କ୍ରି. (ସଂ. କ୍ଷିପ ଧାତୁ) — କୁଦା ମାରିବା; ଲମ୍ଫ ଦେବା — To jump or spring up
  • ଦେ. କ୍ରି. (ସଂ. କ୍ଷିପ ଧାତୁ) — ଖେପା ଦଉଡ଼ି ସାହାଯ୍ୟରେ ଗଛ ଚଢ଼ିବା — To climb a tree with the help of a ring- rope
  • ଦେ. କ୍ରି. (ସଂ. କ୍ଷିପ ଧାତୁ) — କୁଦାମାରି ଯିବା — To stride; to walk with big strides