ଖେମଟା Khemaṭā

  • ଦେ. ବି — ଖେମ୍ଟା (ଦେଖ) — Khemṭā (See)
  • ଦେ. ବି — ଖେମଟା ତାଳ ( 1 ) ବଜାଇ ତିନିପୁରେ ଥାନ୍ତି। ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତା। — ଖେମଟା ତାଳ (1) ବଜାଇ ତିନିପୁରେ ଥାନ୍ତି ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତା
  • ଦେ. ବି — ବାଜନ୍ତି ବିଜିଘୋଷ ଯେ ମୃଦଙ୍ଗ ଦାଉଣ୍ଡି ପ୍ରବେଶି ଯୋଦ୍ଧା ଦେଖି ଖେମଟା ( 2 ) ନାଟ ଖଣ୍ଡି। ସାରଳା. ମହାଭାରତ। — ବାଜନ୍ତି ବିଜିଘୋଷ ଯେ ମୃଦଙ୍ଗ ଦାଉଣ୍ଡି ପ୍ରବେଶି ଯୋଦ୍ଧା ଦେଖି ଖେମଟା (2) ନାଟ ଖଣ୍ଡି ସାରଳା. ମହାଭାରତ