ଖୁରପ୍ର Khurapra

  • ସଂ. ବି (ଖୁର—ପ୍ରଥ୍ ଧାତୁ=ପ୍ରୋଥିତ କରିବା+ଭାବ. ଅ) — ଅର୍ଦ୍ଧଚନ୍ଦ୍ରାକୃତି ଫଳକବିଶିଷ୍ଟ ଶର — An arrow with a semi-circular head