ଖୁରସାଇବା Khurasāibā

  • ଦେ. କ୍ରି (ସଂ. କୃଷ୍ ଧାତୁ ବା କ୍ଷୁରଧାତୁ; ତୁଳ—ହି. ଖୁରଚ୍ନା=କୋରିବା) — ଛୋଟ ଖଣତିଦ୍ୱାରା ଗଛର ମୂଳପାଖ ମାଟିକୁ ଅଗଭୀର ଭାବରେ ଲେଉଟ ପାଉଟକରି ଶିଥିଳ କରିବା — To turn up and loosen the earth superficially with a hoe