ଖୁରପାଣି Khurapāṇi

  • ଦେ. ବି (ସଂ. ଖୁର+ପାନୀୟ) — ମନୁଷ୍ୟ ଖିଅର ହେଉଥିବା— ବେଳେ ଭଣ୍ଡାର ଯେଉଁ ଗିନାରେ ପାଣି ରଖିଥାଏ, ଖିଅର ହେବାପରେ ସେ ଗିନାରେ ବଳକା ରହିଥିବା ପାଣି; କ୍ଷୌରାବଶିଷ୍ଟ ଜଳ — Water left after use in a barber's basin after shaving a person