ଖୁରପ Khurapa

  • ଦେ. ବି (ସଂ. ଖୁରପ୍ର; ତୁଳ—ଇଂ. ସ୍କ୍ରେପର) — ଭୂମିରୁ ଘାସ ଛେଲିବାର ଅର୍ଦ୍ଧଚନ୍ଦ୍ରାକୃତି ଓ ବେଣ୍ଟ ଲାଗିଥିବା ହତିଆର — A grass-scraper