ଖୁଣିଆଁ Khuṇiāñ

  • ବୈଦେ. ବିଣ. (ଫା. ଖୂନୀ) — ହତ୍ୟାକାରୀ — Murdering
  • ବୈଦେ. ବିଣ. (ଫା. ଖୂନୀ) — ଆହତ — Wounded
  • ବୈଦେ. ବିଣ. (ଫା. ଖୂନୀ) — ଯେ ପରର ଛିଦ୍ର ପ୍ରକାଶ କରେ — One who publishes another's faults or blemishes
  • ବୈଦେ. ବିଣ. (ଫା. ଖୂନୀ) — ଅତ୍ୟାଚାରୀ — Oppressive
  • ଦେ. ବିଣ. (ସଂ. କ୍ଷୁଣ୍ଣ) — ଦୋଷ ବା ଅଭାବଯୁକ୍ତ — Defective; having flaws