ଖୁଣ୍ ଆସାମୀ Khuṇ āsāmī

  • ବୈଦେ. ବି. (ଫା. ଖୂନୀ ଆସାମୀ) — ହତ୍ୟାକାରୀରୂପେ ଅଭିଯୁକ୍ତ ବ୍ଯକ୍ତି — Man accused of murder in a court
  • ବୈଦେ. ବି. (ଫା. ଖୂନୀ ଆସାମୀ) — ଆହତ ବା ହତ ବ୍ଯକ୍ତି — Wounded or killed person