ଖୁଣିଚାଲାଣି Khuṇi chālāni

  • ଦେ. ବି — ଖୁଣ କରିଥିବା ବ୍ଯକ୍ତିକୁ ବିଚାର ନିମନ୍ତେ ପ୍ରେରଣ କରାଯିବା — The sending up of the accused in a murder-case for trial
  • ଦେ. ବି — ଆହତ ବ୍ଯକ୍ତିକୁ ପରୀକ୍ଷା ନିମନ୍ତେ ଅଦାଲତକୁ କିମ୍ବା ଡାକ୍ତରଖାନାକୁ ପଠାଇବା — Sending up the wounded (living or dead) to court or hospital for examination