ଖୁଣି ମାଇନା Khuṇi māinā

  • ବୈଦେ. ବି. (ଆ. ଖୂନୀ+ମାଏନାହ୍) — ଜୀବିତ ବା ମୃତ ଆହତ ବ୍ଯକ୍ତିର ଆଘାତର ପରିମାଣ ଓ ବିବରଣ ନିର୍ଣ୍ଣୟାର୍ଥେ ଡାକ୍ତରଙ୍କଦ୍ୱାରା କୃତ ପରୀକ୍ଷା — Examination of a wounded person's body (dead or living)