ଖିଡ଼ିକି Khiṟḍ̠iki
- ଦେ. ବି. (ସଂ. ଖଟକ୍କିକା; ଖଡ଼କୀ=ଝରକା) — ଝରକା — Window; shutter; a venetion
- ଦେ. ବି. (ସଂ. ଖଟକ୍କିକା; ଖଡ଼କୀ=ଝରକା) — ପାନିଏଲି ଲଗା ଝରକା — Panelled window
- ଦେ. ବି. (ସଂ. ଖଟକ୍କିକା; ଖଡ଼କୀ=ଝରକା) — ଚୋରିକବାଟ — A secret door; a trap-door
- ଦେ. ବି. (ସଂ. ଖଟକ୍କିକା; ଖଡ଼କୀ=ଝରକା) — ବାଡ଼ିଦୁଆର — Back-door
- ଦେ. ବି. (ସଂ. ଖଟକ୍କିକା; ଖଡ଼କୀ=ଝରକା) — କଙ୍କଣବିଶେଷ — A kind of bracelet
- ଦେ. ବି. (ସଂ. ଖଟକ୍କିକା; ଖଡ଼କୀ=ଝରକା) — ଘରର ପଛ ଅଂଶ — The Back of a house