ଖିଡ଼ିକିଦୁଆର Khiṟḍ̠iki duāra

  • ଦେ. ବି. (ସଂ. ଖଡ଼କ୍କୀ+ଦ୍ୱାର) — ବାଡ଼ିଦୁଆର — Back-door of a house
  • ଦେ. ବି. (ସଂ. ଖଡ଼କ୍କୀ+ଦ୍ୱାର) — ଖିଡ଼ିକି ଦୁଆର ବାଟେ ଦିଅ ବେଗେ କାଢ଼ି। ନନ୍ଦେ. ବେ. ପ.
  • ଦେ. ବି. (ସଂ. ଖଡ଼କ୍କୀ+ଦ୍ୱାର) — ଗଳିଦୁଆର — A trap-door