ଖିଡ଼୍କିଦାର୍ Khiṟḍ̠kidār
- ଦେ. ବିଣ. (ସଂ. ଖଡ଼କ୍କୀ=ଝରକା+ଫା. ଦାର୍= ସମ୍ବଳିତ) — ଯେଉଁ କୁରୁତାର ଆଗପାଖ ବେକତଳେ କିଛି ଅଂଶ ବୋତାମ ଲାଗିବା ପାଇଁ ଖୋଲାଥାଏ — (shirt) Having a buttoned opening below the neck
- ଦେ. ବିଣ. (ସଂ. ଖଡ଼କ୍କୀ=ଝରକା+ଫା. ଦାର୍= ସମ୍ବଳିତ) — ଯେଉଁ ପଗଡ଼ିର ଉପରପାଖରେ କିଛି ଅଂଶ ଖୋଲାଥାଏ — (turban) Having an opening at the top
- ଦେ. ବିଣ. (ସଂ. ଖଡ଼କ୍କୀ=ଝରକା+ଫା. ଦାର୍= ସମ୍ବଳିତ) — ଯେଉଁ ଟୋପିର ଉପରେ ଛିଦ୍ର ଥାଏ — (cap) Having holes at the top