ଖିଟ୍ଖିଟି ହେବା Khiṭkhiṭi hebā

  • ଦେ. କ୍ରି. (ସଂ. ଖିଟ ଧାତୁ; ତ୍ରାସେ) — ବିରକ୍ତ ହେବା; ଚିଡ଼ିବା — To fret
  • ଦେ. କ୍ରି. (ସଂ. ଖିଟ ଧାତୁ; ତ୍ରାସେ) — ବିରକ୍ତି ହେତୁ ମୃଦୁଭର୍ତ୍ସନା କରିବା — To give expression to one's displeasure; to sulk