ଖାଟିବା Khāṭibā

  • ପ୍ରାଦେ. (ବାଲେଶ୍ୱର) କ୍ରି (ସଂ. ଖଟ୍ ଧାତୁ=ଆଚ୍ଛାଦନ କରିବା) — ପରିଶ୍ରମ କରିବା; ଖଟିବା — To labour hard
  • ପ୍ରାଦେ. (ବାଲେଶ୍ୱର) କ୍ରି (ସଂ. ଖଟ୍ ଧାତୁ=ଆଚ୍ଛାଦନ କରିବା) — ପ୍ରଯୋଜ୍ୟ ହେବା; ଯୋଗ୍ୟ ହେବା — To fit in; to apply